ନନ୍ଦନକାନନରେ ବିଶ୍ଵ ହସ୍ତୀ ଦିବସ : ହାତୀଙ୍କ ସୁରକ୍ଷା ପାଇଁ ଦସ୍ତଖତ ଅଭିଯାନ ଓ ପ୍ରତିଯୋଗିତା ଆୟୋଜିତ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଶନିବାର ୧୩ତମ ବିଶ୍ୱ ହସ୍ତୀ ଦିବସ ପାଳିତ ହେଇଯାଇଛି। ନନ୍ଦନକାନନର ୩ ହାତୀ (ବାସନ୍ତୀ, ହୀରା ଓ ମାମା)ଙ୍କୁ ହାତୀଶାଳ ସଫାରୀ ମଧ୍ୟରେ କଦଳୀ, ନଡ଼ିଆ, ଆଖୁ, ସେଓ, ତରଭୂଜ, ମକା ଖାଇବାକୁ ଦେଇଛନ୍ତି କର୍ତ୍ତୃପକ୍ଷ ଓ କର୍ମଚରୀ। ୩ ମାସର କୁନି ହାତୀ ଅଭିକୁ ରହୁଥିବା ସଂଗରୋଧରେ ଖାଇବାକୁ ଦିଆଯାଇଛି। ନନ୍ଦନକାନନକୁ ବୁଲି ଆସିଥିବା ପର୍ଯ୍ୟଟକ ଓ ହାତୀପ୍ରେମୀଙ୍କ ଲାଗି ଅଫଲାଇନ୍‌ ଓ … Continue reading ନନ୍ଦନକାନନରେ ବିଶ୍ଵ ହସ୍ତୀ ଦିବସ : ହାତୀଙ୍କ ସୁରକ୍ଷା ପାଇଁ ଦସ୍ତଖତ ଅଭିଯାନ ଓ ପ୍ରତିଯୋଗିତା ଆୟୋଜିତ